ୟୁନିଟ୍-୪ ହାଟକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବା ଲାଗି ଆଜି ରାଜଧାନୀର ୟୁନିଟ୍-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏହାସହିତ ୟୁନିଟ୍-୪ ହାଟକୁ ବିଏମସି ବନ୍ଦ କରୁଥିବା ଜଣାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। କେତେକ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ୟୁନିଟ୍‌-୪ ମାର୍କେଟ୍‌କୁ ସିଲ୍‌ କରାଯାଇଛି। ଏହାଛଡ଼ା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ … Continue reading ୟୁନିଟ୍-୪ ହାଟକୁ ବନ୍ଦ କଲା ବିଏମସି